STORYMIRROR

Alaka Nanda

Tragedy

3  

Alaka Nanda

Tragedy

ପ୍ରେମ ଓ ପ୍ରତୀକ୍ଷା

ପ୍ରେମ ଓ ପ୍ରତୀକ୍ଷା

1 min
198

ଆସିବାକୁ କହିଥିଲ କାଲି ସଂଧ୍ୟା ବେଳେ,

ପ୍ରତୀକ୍ଷା କରିଲି ମୁଁ ଜହ୍ନ ରାତି ତଳେ।

ଉଦାସିଆ ଜହ୍ନ ଟା କରୁଥିଲା ଛଳ,

ଲୁଚି ବାଦଲ ର ପଛେ ସେ ବାରବାର।

ମଳୟ ର ସେଇ ମିଠାମିଠା ପରଶ,

କରୁଥିଲା ମୋ ଶରୀର କୁ ଯେ ଅଳଶ।

 ସୁଗନ୍ଧ ରାଜ ର ସେ ମହମହ ବାସ୍ନା, 

ହେଉଥିଲା ମୋ ମନ ଆନମନା।

ପ୍ରେମ ପାଗଳିନୀ ତୁମ ବାଟ କୁ ଚାହିଁଚି,

କୁଞ୍ଜ ବନେ ତୁମ ବାଟକୁ ଚାହିଁଚି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy