STORYMIRROR

Alaka Nanda

Tragedy

3  

Alaka Nanda

Tragedy

ତୁମେ

ତୁମେ

1 min
149

ଛାତି ଭତରଟା କରତି ହୁଏ ମୋ ତୁମ କଥା ଭାବି ଭାବି,

ଯୁଆଡେ ଚାହେଁ ମୁଁ ଦିଶେ ଖାଲି ମତେ ତୁମର

ସେଇ ଛବି ା

ହାତ ବଢାଇଲେ ଛୁଇଁବାକୁ ଟିକେ କୁଆଡେ ଯାଅ

ତ ଲୁଚି,

ଚାରିଆଡେ ଖୋଜେ ପାଗଳ ପରାଏ ତଥାପି ପାଏନି ଖୋଜି ।

ଏ ବିରହ ଜାଳା ବଡ କଠିନ ଗୋ କେମିତି ବଞ୍ଚିବି କୁହ,

ଚାଲିଗଲ ଯଦି ଛାଡିଦେଇ ଏକା ବଂଚିବାର

ବାଟ କୁହ ା


Rate this content
Log in

Similar oriya poem from Tragedy