STORYMIRROR

Gopinath Jena

Tragedy

3  

Gopinath Jena

Tragedy

ଆର ଜନମରେ ଦେଖା

ଆର ଜନମରେ ଦେଖା

1 min
186

ଦେହ ପଡ଼ି ଥିବ ଗାଁ ମଶାଣିରେ 

      ହୃଦ ଝୁରୁଥିବ ତୋତେ

ଧିରେ ବହୁଥିବା ଉତ୍ତରା ପବନ 

      ଜୁଇ ଜାଳୁଥିବ ମୋତେ ।


ସବୁ ଜଳି ଯିବ ମୋ ଦେହ ସାଥିରେ

      ତୁ ରହିଯିବୁ ଏକା

ଆମ ଏ ବନ୍ଧୁତ୍ୱ ଅଧା ରହିଥାଉ

      ଆର ଜନମରେ ଦେଖା ।

     


Rate this content
Log in

Similar oriya poem from Tragedy