STORYMIRROR

Brundabana Pradhan

Tragedy

3  

Brundabana Pradhan

Tragedy

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
155

କେଉଁ କୂଳରେ ଲାଗିଗଲା 

ପାରିଲି ନାହିଁ ମୁଁ ଜାଣି 

ହଜିଗଲା ସ୍ୱପ୍ନ ସବୁ ମୋର 

ଚାଳି ଗଲା ସେ ବହୁଦୂର। 


କେତେ ସରାଗରେ ଗଢି ମୁଁ ଥିଲି 

ତାକୁ ଭସାଇବା ପାଇଁ 

ଅଦିନ ବରଷା ତାକୁ ନେଇଗଲା

ସଦା ଦୁଃଖ ଅଜାଡି ଦେଲା। 


ଭାସି ଭାସି ସେ ତ ହଜିଗଲା 

କାଗଜ ଡଙ୍ଗାଟି ମୋର 

ଛାଡି ଦେଇଗଲା ଦୁଃଖ ପାରାବାର

ସେତ କାଗଜ ଡଙ୍ଗାଟି ମୋର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy