STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

2  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ଅନୁତପ୍ତ ଦାସ

ଅନୁତପ୍ତ ଦାସ

1 min
183

ହେ ଜୀବନ ନାଥ...

ସଂସାର ର ମୋହ ମାୟା ଜାଲ ରେ ଛନ୍ଦି ହୋଇ

ଏ ଅଧମ ର ଦିବରାତ୍ର 

 ଅପକର୍ମ ଅଶାସ୍ତ୍ର ସମ୍ମତ ହୀନ କର୍ମେଲିପ୍ତ

ଜିହ୍ଵା ବେଗ-ଉଦର ବେଗ- ଯୌନେନ୍ଦ୍ରିୟ ବେଗ ଅଣାୟତ,

ଷଡ଼ ଇନ୍ଦ୍ରିୟ କାମନା ବାସନା ରସନା ରେ ପରିତୃପ୍ତ,

ମୋ ଅପକର୍ମ ର ଅସଂଯତ ଚିତ୍ର ତୁମ ଆଗେ ନୁହେଁ ଅସ୍ପଷ୍ଟ,

ଭାବୁଚି ମୁକୁଳି ବାକୁ ହେଲେ ହେଇ ପାରେନା

ଶେଷ ସମୟ ବି ହେଲାଣି ଉପଗତ

ଲୋଡ଼ା ତୁମ୍ଭ ପଦ୍ମ ପାଦ ହେଲି ମୁଁ ଶରଣାଗତ

କରିବାକୁ ପ୍ରାୟଶ୍ଚିତ...l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy