Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଅନୁଷ୍ଠାନ

ଅନୁଷ୍ଠାନ

1 min
196



ମହତ ଉଦ୍ଦେଶ୍ୟ ସମାଜ ଉତ୍ଥାନ

   କଲ୍ୟାଣ ହିତ ସାଧନ

କରଇ ବୃହତ୍ତ ଲକ୍ଷ୍ୟକୁ ପୂରଣ

   ସଙ୍ଗଠିତ ଅନୁଷ୍ଠାନ ।


ଆଦର୍ଶ ବିଚାର ଆଚରଣ ବିଧି

   କରଇ ଅନୁପାଳନ

ସମୟାନୁବର୍ତ୍ତୀ ନୀତି ଓ ନୀୟମେ

   ବନ୍ଧା ପ୍ରତି ଅନୁଷ୍ଠାନ ।


ପ୍ରତି ଅନୁଷ୍ଠାନ ରହିବା ଉଚିତ

   ସ୍ୱଚ୍ଛ ମୁକ୍ତ ପରିଚ୍ଛନ୍ନ

ସବୁଜ ସୁନ୍ଦର ଥିଲେ ପରିବେଶ

   ପ୍ରସନ୍ନ ରହଇ ମନ ।


ଅନୁଷ୍ଠାନ ମୁଖ୍ୟ ଅଟନ୍ତି ପ୍ରଧାନ

   ଶିକ୍ଷକ ପରିଚାଳକ

ସଚେତନ ସଦା ରହନ୍ତି ଜାଗ୍ରତ

   ସୁକର୍ତ୍ତବ୍ୟ ନୀତିନିଷ୍ଠ ।


ହେଉ ବିଦ୍ୟାଳୟ ଅବା କାର୍ଯ୍ୟାଳୟ

   ଅନୁଷ୍ଠାନ ପ୍ରତିଷ୍ଠାନ

ସୁବିଶ୍ୱ।ସ ବଳେ ସର୍ବସାଧାରଣେ

   ଅରଜଇ କୀର୍ତ୍ତିମାନ ।

   


Rate this content
Log in

Similar oriya poem from Inspirational