Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SAHITYA TARJUMAN

Abstract Classics Fantasy

3  

SAHITYA TARJUMAN

Abstract Classics Fantasy

ଅନ୍ତରଆତ୍ମା

ଅନ୍ତରଆତ୍ମା

1 min
158


ପ୍ରେମ କହୁଛି ଜୀବନ ଦେବି, ପାଖକୁ ଆସ ତୁମେ, 

ଘୃଣା କହୁଛି ଜୀବନ ନେବି, ଦୂରେଇ ଯାଅ ତୁମେ ।


ଆଜି ମଣିଷ କାହା ପାଖରେ, ଶରଣ ପସୁଅଛି

କାହା ରାଇଜେ ରହୁଛି ସିଏ, ଟିକିଏ କୁହ ତୁମେ ।


ନିଜକୁ ଭଲ ପରକୁ ଦୁଷ୍ଟ, କହିବା ଏବେ ଛାଡ଼, 

ଭଲକୁ ଭଲ ଦିଶେ ଦୁନିଆ, ଜାଣି ଏ ରଖ ତୁମେ ।


ନିଜ ଅଳିଆ ସଫା କରିବା, ସହଜ କି କାହାର

ପର ଦୋଷକୁ ଚାହିଁ ବସିଛି, କାହିଁକି କୁହ ତୁମେ ।


ମନ  ଜୟରେ  ବିଶ୍ୱ ଜୟର, ରହସ୍ୟ ଲୁଚି ଅଛି, 

ଅନ୍ତର ଆତ୍ମା ଯାହା କହୁଛି, ଟିକିଏ ଶୁଣ ତୁମେ ।



Rate this content
Log in

Similar oriya poem from Abstract