Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SAHITYA TARJUMAN

Abstract Tragedy

3  

SAHITYA TARJUMAN

Abstract Tragedy

ସାହିତ୍ୟ ପ୍ରେମ

ସାହିତ୍ୟ ପ୍ରେମ

1 min
194



କାହାକୁ ମିଳିଛି,  ଦୁନିଆଟା ସାରା, 

କିଛି ତ ପାଇଲି,  କିଛି ରହି ଗଲା ।


ଯାହା ମୁଁ ଚାହିଁଲି,  ଈଶ୍ଵରଙ୍କ ଠାରୁ, 

କିଛି ସେ ଦେଲାନି, କିଛି ଦେଇ ଦେଲା ।


ଧନ ଦେଇଥିଲା, ଫେରାଇ ଦେଲି ମୁଁ, 

ସାହିତ୍ୟ ପ୍ରେମରେ, ମନ ଭରି ଦେଲା ।


କବିତା ଲେଖାରେ, ନିଦ ହଜି ଗଲା, 

ଯଶ ଦେଇ ଦେଲା, ଶାନ୍ତି ନେଇ ନେଲା ।


ପ୍ରେମ ମିଳୁ ନାହିଁ, ସତ ନୁହେଁ ଜମା, 

କେଉଁଠି ମାଗିଲି, କେଉଁଠି ସେ ଦେଲା ।



Rate this content
Log in

Similar oriya poem from Abstract