STORYMIRROR

Sunanda Mohanty

Action Classics Others

3  

Sunanda Mohanty

Action Classics Others

ଅମାବାସ୍ୟା

ଅମାବାସ୍ୟା

1 min
208

ରାତ୍ରୀ ଯେବେ ପିନ୍ଧେ କଳାମେଘି ପାଟ 

ରାତ୍ରୀ ଯେବେ ମୁଁହ ଲୁଚାଏ ଫାଙ୍କେ କବାଟ 

ଜହ୍ନ ହୁଏ ଭାରି ଦୁଷ୍ଟ 

ତାରା ସବୁ କୁଞ୍ଜେ ଅସ୍ପଷ୍ଟ 

ଉଲକା ଛାଡେ ନାହିଁ ଚିହ୍ନ ସୁସ୍ପଷ୍ଟ 

ମଉନାବତୀ ସତେ ଜହ୍ନ ଅଝଟ 

ଆସେନାହିଁ ଦେଖି କାନ୍ଦେ କଇଁ ଥାଇ 

ଭାବି ଭାଗ୍ୟ ଅବା ଅଭୀଷ୍ଟ 

କିଏ କିଏ କହେ ଜହ୍ନମାମୁଁ ନୁହେଁ ସନ୍ତୁଷ୍ଟ 

ଅମାବାସ୍ୟାର ଚନ୍ଦ୍ରର କାହାଣୀ 

କେତେ ବା ସ୍ପଷ୍ଟ 

ପୂର୍ଣ୍ଣମୀ ପରେ ଅମାବାସ୍ୟା ଆସେ 

ଵିଧି ନିର୍ଦ୍ଦିଷ୍ଟ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action