STORYMIRROR

Tapas Tripathy

Romance Tragedy

3  

Tapas Tripathy

Romance Tragedy

ଅଦୃଶ୍ୟ ସନ୍ଧ୍ୟା

ଅଦୃଶ୍ୟ ସନ୍ଧ୍ୟା

1 min
152

ଲୋହିତ ସନ୍ଧ୍ୟାର ମୋହିତ ମନର 

ତୁମେ ସେ ଗୋଟିଏ କାରଣ 

ଅନ୍ତରାତ୍ମା ଜାଣେ ସ୍ୱଚ୍ଛଳ ସୁନୀଳ 

ମୋ ଭାବନାର ତୁ ମେ ଯେ ଗୋଟିଏ କିରଣ ।।


କଣ୍ଟକିତ ପଥ ପୁଲକିତ ହେଲା 

ଜାଣିନି ସାଥି ଏ ସବୁ କାହା ପାଇଁ  

ମୋ ଜୀବନର ଯେ କିଛି ଅର୍ଥ ନାହିଁ ଏଠି 

ବୋଧହୁଏ ସାଥି ସେ ସବୁ ତୁମ ପାଇଁ ।।


ଧୂଳିଝଡ ପରେ ଘୂର୍ଣ୍ଣିଝଡ ଆସେ 

ତୁମ ବିନା ସାଥି  

ଜାଣେନା ଜୀବନେ କେଉଁ ପ୍ରକାରର ମୋଡ ଆସେ 

ତୁମେ ଯେ ଅଦୃଶ୍ୟ ଅବଶ୍ୟ ହେଇଛ

 ଛାଇ ଆଜି ମୋତେ ବନ୍ଧ ବାଡ ଦିଶେ ।।

ଛାଇ ଆଜି ମୋତେ ବନ୍ଧ ବାଡ ଦିଶେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance