STORYMIRROR

Tapas Tripathy

Inspirational

4  

Tapas Tripathy

Inspirational

ବିଭ୍ରାଟ

ବିଭ୍ରାଟ

1 min
374

ସବୁବେଳେ ଯାହା ମନେ ରୁହ ତୁମେ

ହୋଇଯାଅ ତୁମେ ବିଭ୍ରାଟ 

ଆଦି ହେଉ ହେଉ ଅନ୍ତ ହେଇଯାଏ 

କରିଦିଅ ଯେବେ ସମାପ୍ତ।।


ସମୟେ ସମୟେ ତୁମେ ଲାଗୁଛ ଯଥାର୍ଥ 

ଅସମୟେ ତୁମେ ଲାଗୁଛ ଅନର୍ଥ 

ଭୁଲ କରି ପୁଣି ଭୁଲ ମାନୁନାହିଁ 

ଏ ମଣିଷ ନିଜକୁ ଭାବୁଛି ସମ୍ରାଟ।।


ଜାଣିଶୁଣି କେହି ଭୁଲ୍ କରେ ଯେବେ 

କରିଦିଏ ସେ ସମାପ୍ତ 

ପ୍ରକୃତି ଯେବେ ଏ ଛାଡେନା ମଣିଷ 

ସେ ପ୍ରକୃତି କରେ ବେଶି ବିପ୍ତାତ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational