STORYMIRROR

Tapas Tripathy

Classics

3  

Tapas Tripathy

Classics

ଯଦି

ଯଦି

1 min
190

ଯଦି,ତୁମେ ନିଜେ ଭାରି ଛନ୍ଦାଛନ୍ଦି

ସଭିଏଁ କୁହନ୍ତି ମାନ ଅଭିମାନେ 

କରିଛ ସଭିଙ୍କୁ ବନ୍ଦୀ ।।


କଳହେ କହିଲେ କ୍ରୋଧ 

ସନେଇ ବୋଇଲେ ଶୁଦ୍ଧ 

କିଏ ନ ଜାଣିଛି ତୁମ କୀର୍ତ୍ତି ଏଠି 

ପ୍ରତି ବାକ୍ୟେ ପରା ତୁମେ ଅଟ ଗୋଟେ ଅପରାଧ।।


କପଟ କଣ୍ଠର ସିନ୍ଧୁ ଅଟ ତୁମେ

ନିଷ୍କପଟର ତୁମେ ବିନ୍ଦୁ

ଧରାଦିଅ କେବେ ଏଇ ଧରଣୀରେ

ଖୋଜି ଖୋଜି ମୁଁ ଯେ ପାଏନି କେଉଁଠି 

ଲାଗିଲାଣି ତୁମେ ବୋଧେ ସେଇ ଇନ୍ଦୁ ।।


 






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics