STORYMIRROR

Tapas Tripathy

Drama Tragedy Classics

3  

Tapas Tripathy

Drama Tragedy Classics

ତୁମେ ସାଥୀ

ତୁମେ ସାଥୀ

1 min
196

ତୁମେ ଗଲାପରେ ସାଥି 

 ସେ ଫୁଲର ଆଉ କାହିଁ ବାସ୍ନା ନାହିଁ

ପୂର୍ଣ୍ଣିମା ଆକାଶେ ଜହ୍ନ ଅଛି 

ହେଲେ ତା ପାଖେ କାହିଁ ଆଉ ଜୋସ୍ନା ନାହିଁ 

ଜାଣିଛ କି , କେବେ କହିବ କି 

ଦେହ ଅଛି ହେଲେ 

ତୁମ ବିନୁ ଆଉ ବଞ୍ଚିବାକୁ କାହିଁ ଆଶା ନାହିଁ।।


ସାଗର କୂଳରେ 

ବସିଛି ମୁଁ ଏକା ଏକା 

ଏମିତି ନିର୍ଜନେ 

କୋଳାହଳ ଲାଗେ ସବୁ ଫାଙ୍କା ଫାଙ୍କା 

ମନ କୁହେ ପାଶେ ଯାଆନ୍ତି ତୁମର 

ଜାଣେନି ପାଦ ଚାଲେ ଆଜି ଏତେ ଅଙ୍କା ବଙ୍କା ।।


 ଅବେଳେ ମୋ ନୟନ ଯୁଗଳ 

ଲାଗୁଛି କାହିଁକି ଭିଜା ଭିଜା 

ସ୍ମୃତି ଯାହା ରଖିଥିଲି 

ତୁମ ବିନୁ ହେଲାକି ସେ ଓଦା ଓଦା 

କେଉଁ ପାପ କରିଥିଲି କହିବକି ସାଥି 

ପ୍ରେମ ଯେ କଲ ମୋ ସାଥେ ତୁମେ ଅଧା ଅଧା ।।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama