STORYMIRROR

Jasoda Majhi

Tragedy

3  

Jasoda Majhi

Tragedy

ଅଧୁରା କାହାଣୀ

ଅଧୁରା କାହାଣୀ

1 min
302

ଏଇ ତ ସେଇ ନଈ

ଯାହାର କୁଲେ କୂଳେ

ତମର ଅନୁଭୂତିକୁ ଭୁଲିବାା ପାଇଁ

ମୁଁ ପ୍ରତିଦିନ ବୁୁୁୁୁଲିବାକୁ ଆସେ

କେବଳ ଆଜି ନୁହେଁ

ମୁଁ ସବୁଦିନ ଆସେ ।

ସେ ଦିନ ବି ଆସୁୁୁୁଥିଲି

ଯେବେ ତମେ ମୋ ଜୀବନରେ ନ ଥିିିଲ

ଆଉ,ଆଜି ବି ଆସୁଛି ଯେବେ ,

ଯେବେ ତମେ ମୋ ଠାରୁୁ ବହୁତ ଦୂରରେ ।

ମୋ ଜୀବନରେ ତମ ଆଗମନ

ବୋହୁତ ଆନନ୍ଦ ଦେଉଥିଲାା ,

ଯେମିତି ବର୍ଷାର ଆଗମନରେ

କଲା ବାଦଲର ଆକର୍ଷଣରେ

ମୟୁରିି ଆନନ୍ଦରେ ନାଚିଉଠେ ।

ତମ ପ୍ରେମରେ ମୁଁ ଏମିତି ପଡ଼ିି ଯାଇଥିଲି ଯେ

କ୍ଷଣକ ଦୂରତା ବି ଅସହ୍ୟ ମନେ ହେଉଥିଲା,,

ଯେମିତି ଭାସ୍କର ବିିଁନା ପଦ୍ମିନିିର

ପ୍ରଫୁସ୍ଟିତ ବଦନ ଦେଖୀବାକୁୁ ମିଲେନା ,

ଆଉ କୁମୁଦ ବିନା କୁମୁୁଦିନୀର

ତେଜୋମୟ ରୂପ ଅସମ୍ଭବ ।

ତମେ,, କାହିଁକି ମୋ ଜୀବନରେ

ପାଣି ଫୋଟକା ପରି ଆସିଲ ,

ଆଉ ଚାଲି ଗଲା ପରେ ମୁଁ

ଘୁମୁରୀ ଘୁମୁରି କାନ୍ଦୁଛି ।

ତମକୁ ନେଇ ମୋ ସ୍ଵପ୍ନ ଯେେ କେତେ ଲମ୍ୱ୍ବା

ବର୍ଣ୍ଣନାରେ କାଗଜ ସାଇ ଅଭାବ ପଡିବ,

କାହିଁକି କରୁଥିଲି ଏତେ ବିଶ୍ଵ୍ୱାସ

ତମ ପରିି ଜଣେ ଅବିଶ୍ବାସୀ ମଣିଷକୁ,

କାହିଁକି ଦେଉଥିଲିି ଏତେ ପ୍ରେମ

ତମ ପରି ଜଣେ ଅସମର୍ଥ ପ୍ରେମିକୁ ,

ଜାାଣି ପାରିଲି ନାହିଁ କାହିଁକି ତମ ମିିଛ ପ୍ରେେମକୁ

ଭାଙ୍ଗିଦେଇ ଗଲ ମତେ ଦେଇଥିିିବା

ସବୁ ପ୍ରତିସୃତି କୁ ।

ଏ ଜୀବନ

ତମ ବିନା ମରଣଶିଲ ।



Rate this content
Log in

Similar oriya poem from Tragedy