ଆୟୁଧ
ଆୟୁଧ
ଏ କେଉଁ ସ୍ନାନ,
ନିଜ ରଙ୍ଗରେ ନିଜେ ଉଦ୍ଭାସିତ ହୁଏ,
ପଢିବାକୁ ଶାଳୀନତାର ଭାଷା,
ଶର୍ଯ୍ୟ କରିବାକୁ ସବୁ ଅମଙ୍ଗଳବିପରୀତ,
ତାହା ହିଁ ଆୟୁଧ ମୋର
ବୁଝିଲି ଏବେ ଜୀଵନ ର ପ୍ରକୃତ ଅର୍ଥ
ଯାହା ଦୁରରୁ ଏତେ ସୁନ୍ଦର ତାହା ପାଖରୁ
ନୁହେଁ ସେତେ ସୁନ୍ଦର, ନିଜେ ନୁହେଁ ମୁଁ ନିଜର ।।
ଏ କେଉଁ ସ୍ନାନ,
ନିଜ ରଙ୍ଗରେ ନିଜେ ଉଦ୍ଭାସିତ ହୁଏ,
ପଢିବାକୁ ଶାଳୀନତାର ଭାଷା,
ଶର୍ଯ୍ୟ କରିବାକୁ ସବୁ ଅମଙ୍ଗଳବିପରୀତ,
ତାହା ହିଁ ଆୟୁଧ ମୋର
ବୁଝିଲି ଏବେ ଜୀଵନ ର ପ୍ରକୃତ ଅର୍ଥ
ଯାହା ଦୁରରୁ ଏତେ ସୁନ୍ଦର ତାହା ପାଖରୁ
ନୁହେଁ ସେତେ ସୁନ୍ଦର, ନିଜେ ନୁହେଁ ମୁଁ ନିଜର ।।