Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance Action Fantasy

3  

Mr.GAGAN BIHARI NAYAK

Romance Action Fantasy

ଆଖି ତୋର କଥା କହେ

ଆଖି ତୋର କଥା କହେ

1 min
184



ଆଖିରେ ତୋ'ସ୍ବପ୍ନ ଭରା ରାତିଟିଏ

  ଓଠେ କେତେ ଯୁଗ କଥା ।

ନ କହିଲେ କିଛି ବୁଝି ମୁଁ ପାରୁଛି 

   ତୋ' ମନର ନିରବତା ।

କବରୀରେ ତୋ'ର ମେଘ ମହ୍ଲାର

  କଳା ମେଘି ପାଟ ପିନ୍ଧି ।

ଅଣାୟତ ହୋଇ ନାଚିଲ ଯେମିତି

   ପାଦରେ ନୂପୁର ବାନ୍ଧି ।

ତତଲା ବୁକୁଟା ଓଦା କରିଦେଲ

   ଶୁଣେଇଁ ପୀରତି ଗାଥା ।

ତୋ'ମନରେ ଟିକେ ଦେଲେ ଜାଗାଟିଏ

   ତୋଳନ୍ତି ଛୋଟିଆ ଘର ।

ସେ ଘର ଅଗଣା ସଜେଇ ଦିଅନ୍ତି

   ଏଇ ଟିକି ହାତେ ମୋର ।

ଫୁଲେଇ ଜହ୍ନଟା ଶୁଣୁ ଥାନ୍ତା ଛପି

    ଟୁପୁରୁ ଟାପୁରୁ କଥା ।


Rate this content
Log in

Similar oriya poem from Romance