Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Romance Classics

3  

Satyanarayan Sahoo

Abstract Romance Classics

ହିରୋ

ହିରୋ

1 min
151



ହିରୋ ହିରୋଇନ

ପ୍ରେମ ଅନୁରାଗ ସ୍ନେହ ଶରଦ୍ଧା

କାହାଣୀ କୁ ନେଇ

 ଗଢ଼ା ହୋଇ ଥାଏ ସିନେମା ଯାତ୍ରା ।

ନାଟକୀୟ ମୋଡ଼ 

ଦିଏ କାହାଣୀ କୁ ଦ୍ୱନ୍ଦ୍ୱ - ଉତ୍କଣ୍ଠା

କାହାଣୀ ଆଧାରେ  

ନିତି ଗତି କରେ ନବ ପ୍ରଚେଷ୍ଟା ।

ସିନେମା ଓ ଯାତ୍ରା

ପାଇଁ ହିରୋ ହିରୋଇନ ଭାବ ରେ

ଗ୍ରହଣ କରିଣ

କରନ୍ତି ନିର୍ମାଣ ନାଟକୀୟ ଭାବରେ ।

ଅଭିନେତା ଆଉ

 ଅଭିନେତ୍ରୀ କେତେ ଚୟନ କରେ

କାହାଣୀ ନିର୍ମାଣ

କରିଣ ଥାଆନ୍ତି ସେ , ନାଟ୍ୟ କାରେ ।


କରେ ସହାୟତା 

ନିବେଦନ କରି ସେ ପରବର୍ତ୍ତୀ 

ସମୟରେ ବହୁ

ପଦକ୍ଷେପ ନେଇ ସେ ଅଗ୍ରଗତି ।

କରି କାହାଣୀ କୁ

କରାଅନ୍ତି ସେ ଗତି ଶୀଳ

ହସ କଉତୁକ

ରସ ଭାସ ଭାବ ଧାରା ମଞ୍ଜୁଳ ।

ହିରୋ ହିରୋଇନ ଙ୍କ କାରନାମା

ଘେନି ଖ୍ୟାତି ଲାଭ କରେ ସିନେମା ।

ଜନ ମନେ ଦିଏ ଅନେକ ଶିକ୍ଷା

କଳା , ସଂସ୍କୃତି ବଢେ ପ୍ରତିଷ୍ଠା ।



Rate this content
Log in

Similar oriya poem from Abstract