Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswajita Baral

Romance Inspirational Others

3  

Biswajita Baral

Romance Inspirational Others

ଋତୁରାଜ ବସନ୍ତ

ଋତୁରାଜ ବସନ୍ତ

1 min
167



ଫଗୁଣ ଆସିଛି ଋତୁ ବସନ୍ତରେ

ଫଗୁଣ ତ ଆସେ ଝରା ଶେଫାଳୀରେ 

ସବୁ ସ୍ୱପ୍ନ ହଜେ କିଛି ମୁହୂର୍ତ୍ତରେ

ଛମଛମ କରେ ରଙ୍ଗ ମେଲଣରେ

ମାଦକତା ଭରେ ମନ ଇଲାକାରେ

ଶିହରଣ ଭରେ ମଳୟ ବାଆରେ

ପୃଥିବୀ ପୃଷ୍ଠରେ ନବଯାୈବନରେ

ପରିପୂର୍ଣ୍ଣ ପୁଣି ରୂପ ମାଧୁର୍ଯ୍ଯରେ

ଆମ୍ରକୁଞ୍ଜେ କୋଇଲି କୁହୁ ତାନରେ

ଆମ୍ବ ବଉଳ ମହମହ ବାସ୍ନାରେ

ମହୁଲ ଫୁଲର ମହୁଲି ନିଶାରେ 

ହଳଦୀ ବସନ୍ତ ସୁନେଲୀ ଡେଣାରେ

ଅଳସ ଭାଙ୍ଗେ ପଳାସ ଯାୈବନରେ

କୃଷ୍ଣଚୂଡ଼ା ନାଲି ନାଲି ରଙ୍ଗ ଧାରେ

ବଧୁଲି ଫୁଲ ଖିଲି ଖିଲି ହସରେ

ଫୁଲ ସମ୍ଭାର ବନ ଉପବନରେ

କଳା ଭଅଁରର ମଧୁ ଚୁମ୍ବନରେ

ମୃଦୁମଳୟ ମନ୍ଦମନ୍ଦ ଗନ୍ଧରେ

ହୋଲି ପର୍ବ ପୁଣି ଦୋଳ ପୂନେଇଁରେ

ମତୁଆଲା ବସନ୍ତ ଋତୁରାଜା ରେ ।


Rate this content
Log in

Similar oriya poem from Romance