Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswajita Baral

Inspirational Others Children

3  

Biswajita Baral

Inspirational Others Children

ପ୍ରେମ

ପ୍ରେମ

1 min
123



ପ୍ରେମ କେବେ ସେ ସିନ୍ଦୁର

କେବେ ପୁଣି ସେ ରୁଧିର l


ପ୍ରେମ ନୁହେଁ ଖେଳ ଘର

ନୂଆ ଏକ ଅଧ୍ୟାୟ ଜୀବନର ।


କେବେ ସେ ସାଜେ ବନ୍ଧୁ

କେବେ ପୁଣି ଧୈର୍ଯ୍ୟର ସିନ୍ଧୁ ।


ପ୍ରେମ ତ ଶାଶ୍ୱତ ସତ୍ୟ ଶିବ ସୁନ୍ଦର

ସେତ ଏକ ମନ୍ଦିର ହୃଦୟର l


କାମନା ନ ଥିଲେ ପ୍ରେମ ପାଏ ପୂଜା

ଆଶକ୍ତି ରହିତ ମିଳେ ସଜା ।


ପ୍ରେମ ର ଅନ୍ୟନାମ ବୋଧେ ତ୍ୟାଗ

ମିଳିଗଲେ ଲାଗେ ସ୍ୱର୍ଗ । 


ପ୍ରେମ ବୁଝିଗଲେ ଅମର 

ନ ବୁଝିଲେ ଅନ୍ଧାର l


ପ୍ରେମ କେବେ ସାଜେ ପାହାଡ଼ି କନ୍ୟା 

କେବେ ସାଜେ ପୁଣି ଲୁହ ର ବନ୍ୟା l



Rate this content
Log in

Similar oriya poem from Inspirational