STORYMIRROR

Nirupama Tarai

Romance

3  

Nirupama Tarai

Romance

ପ୍ରେମ ମହତ୍ତ୍ଵ

ପ୍ରେମ ମହତ୍ତ୍ଵ

1 min
216

ପ୍ରେମ ଯେ ଅମର ସରସ ସୁନ୍ଦର

ଭାଷା ତାର କେଡେ ମଧୁୁର

ପ୍ରେମର ପ୍ରତୀକ ନାଲି ରଙ୍ଗର

ରକ୍ତ ସହ ଥାଏ ସମ୍ପର୍କ ତାର


ପ୍ରେମ ଅସୁମାରୀ ସ୍ବପ୍ନ ର ଇଲାକା

ଗଢିଛି ସୁବର୍ଣ୍ଣ ରାଜ ନଅର।

ଅଭୁଲା କଥା କୁ ହୃଦୟ ମଧ୍ୟରେ

ସାଇତି ରଖି ଯେ ହୋଇଛି ବୀର।


ପ୍ରେମ ର ମହତ୍ତ୍ଵ ନିିଆରା ସୃୃଷ୍ଟି

ଆକର୍ଷଣ ତାର ଭରିଛି ଏଠିିିି।

ଜୀବନ ଆରମ୍ଭ କରିବା ପାଇଁ

ସରସ ସାଥୀ ଟେ ଗଢିଛି ନେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance