Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Romance Classics

3  

Satyanarayan Sahoo

Abstract Romance Classics

ହିରୋ

ହିରୋ

1 min
173



ହିରୋ କହି ଥାଉ ବୀର ପୁରୁଷଙ୍କୁ

ଅବା କାହାଣୀର ମହା ନାୟକଙ୍କୁ ।

ହସ ହସ ମୁଖ ମଣ୍ଡଳ ତାଙ୍କର

ସଂଗ୍ରାମରେ ଥାନ୍ତି କେଶରୀ ପ୍ରକାର ।

ବିଦ୍ୱାନ , ଯଶସ୍ଵୀ, ଗୁଣୀ, ଧନ ବାନ

ସବୁ କ୍ଷେତ୍ର ରେ ସେ ସତତ ଉଦ୍ୟମ ।

ଜାରି ରଖି ନିଜ କାର୍ଯ୍ୟ ଓ ପ୍ରତିଭା

ପରିଚୟ ଦେଇ ଥାନ୍ତି ମନ ଲୋଭ। ।

ସୁପ୍ରଶଂସନୀୟ ପ୍ରତିଭା ପାଣ୍ଡିତ୍ୟ

ବୁଦ୍ଧି ମାନ ବହୁ ଶାସ୍ତ୍ର ବିଦ୍ୟା ବିତ ।

ଜନେ ହିରୋ ଭାବେ ହୁଅନ୍ତି ଚର୍ଚ୍ଚିତ

ଲୋମଶ ଶରୀର ଦୀପ୍ତି ମନ୍ତ ମୁଖ ।

ଆନନ୍ଦ ଉଲ୍ଲାସ ଉଦ୍ଦୀପନା ପୂର୍ଣ୍ଣ

ଜୀବନ କାହାଣୀ ରୋମାଞ୍ଚ ସ୍ପନ୍ଦନ ।  

ପୁଲକ ଆହ୍ବାନ ଅନୁଭବ ଘେନି

ଅନୁରାଗେ ଜନ ମନ ଯିଏ ଜିଣି ।

ପାରଇ ତାହାଙ୍କୁ କହି ଥାଉ ବୀର

 ଏହି ପରି  ପୁରୁଷ ହିଁ ଶେଷ୍ଠ ହିରୋ ।


Rate this content
Log in

Similar oriya poem from Abstract