Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନିଉଟ୍ରାଲ୍ ଫ୍ରେଣ୍ଡ୍
ନିଉଟ୍ରାଲ୍ ଫ୍ରେଣ୍ଡ୍
★★★★★

© Neelima Nivedita Behera

Romance

1 Minutes   1.6K    17


Content Ranking

- ତୁମେ ସେଦିନ ଖୁବ୍ କନ୍ଫିଡେଣ୍ଟ୍ ଲାଗୁଥିଲ ।

- କେଉଁ ଦିନ ?

- ଆମ ପ୍ରଥମ ମୁଲାକାତ୍ ଦିନ ।

- କନ୍ଫିଡେଣ୍ଟ୍ ବୋଲି କେମିତି ଜାଣିଲ ?

- ଆରେ, ଆତ୍ମବିଶ୍ଵାସ ! ତୁମର ନିଜ ପ୍ରତି ପ୍ରଗାଢ ଆତ୍ମବିଶ୍ଵାସ ଦେଖି ଭଲ ଲାଗିଲା ।

- ହାଃ ହାଃ ହାଃ

ମୁଁ ତ ଜନ୍ମରୁ କନ୍ଫିଡେଣ୍ଟ୍ ! ଆଉ ସୁନ୍ଦରୀ ମହିଳାଙ୍କୁ ଦେଖିଲେ ପ୍ରତ୍ୟାଖ୍ୟାନ ଡରରେ ବେଶୀ କନ୍ଫିଡେଣ୍ଟ୍ ହେବାକୁ ପଡ଼େ । କାରଣ ପ୍ରତ୍ୟାଖ୍ୟାନର ତୀକ୍ଷଣ ଛୁରାଘାତ ଖୁବ୍ କଷ୍ଟ ଦିଏ ।

- ହାଃ ହାଃ ହାଃ ପ୍ରତ୍ୟାଖ୍ୟାନ ??? ଇନ ଆୱାର୍ କେସ୍- ନୋ ସ୍ଵୀକାରୋକ୍ତି, ନୋ ପ୍ରତ୍ୟାଖ୍ୟାନ । ୱି ଆର୍ ନିଉଟ୍ରାଲ୍ ଫ୍ରେଣ୍ଡ୍ !!!

;) ଆଉ ହଁ, ମୁଁ ମହିଳା ହେଇନି ଏଯାଏଁ । ଯଦିଓ ତରୁଣୀ କି କିଶୋରୀ ନୁହେଁ

ଆତ୍ମବିଶ୍ଵାସ ପ୍ରତ୍ୟାଖ୍ୟାନ ସ୍ଵୀକାରୋକ୍ତି

Rate the content


Originality
Flow
Language
Cover design

Comments

Post

Some text some message..