Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Romance

2  

Neelima Nivedita Behera

Romance

ନିଉଟ୍ରାଲ୍ ଫ୍ରେଣ୍ଡ୍

ନିଉଟ୍ରାଲ୍ ଫ୍ରେଣ୍ଡ୍

1 min
1.6K


- ତୁମେ ସେଦିନ ଖୁବ୍ କନ୍ଫିଡେଣ୍ଟ୍ ଲାଗୁଥିଲ ।

- କେଉଁ ଦିନ ?

- ଆମ ପ୍ରଥମ ମୁଲାକାତ୍ ଦିନ ।

- କନ୍ଫିଡେଣ୍ଟ୍ ବୋଲି କେମିତି ଜାଣିଲ ?

- ଆରେ, ଆତ୍ମବିଶ୍ଵାସ ! ତୁମର ନିଜ ପ୍ରତି ପ୍ରଗାଢ ଆତ୍ମବିଶ୍ଵାସ ଦେଖି ଭଲ ଲାଗିଲା ।

- ହାଃ ହାଃ ହାଃ

ମୁଁ ତ ଜନ୍ମରୁ କନ୍ଫିଡେଣ୍ଟ୍ ! ଆଉ ସୁନ୍ଦରୀ ମହିଳାଙ୍କୁ ଦେଖିଲେ ପ୍ରତ୍ୟାଖ୍ୟାନ ଡରରେ ବେଶୀ କନ୍ଫିଡେଣ୍ଟ୍ ହେବାକୁ ପଡ଼େ । କାରଣ ପ୍ରତ୍ୟାଖ୍ୟାନର ତୀକ୍ଷଣ ଛୁରାଘାତ ଖୁବ୍ କଷ୍ଟ ଦିଏ ।

- ହାଃ ହାଃ ହାଃ ପ୍ରତ୍ୟାଖ୍ୟାନ ??? ଇନ ଆୱାର୍ କେସ୍- ନୋ ସ୍ଵୀକାରୋକ୍ତି, ନୋ ପ୍ରତ୍ୟାଖ୍ୟାନ । ୱି ଆର୍ ନିଉଟ୍ରାଲ୍ ଫ୍ରେଣ୍ଡ୍ !!!

;) ଆଉ ହଁ, ମୁଁ ମହିଳା ହେଇନି ଏଯାଏଁ । ଯଦିଓ ତରୁଣୀ କି କିଶୋରୀ ନୁହେଁ


Rate this content
Log in

Similar oriya story from Romance