Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ମୋ ଗାଁ

ମୋ ଗାଁ

1 min
6.6K


ମୋ ଗାଁର ଏବେ ସହରିଆଣୀ ବେସ

ବିଜୁଳି ଆଲୋକରେ ଜହ୍ନ ବି ନିଶବ୍ଧ

ଜଗତିକରଣର ପ୍ରଗତିରେ ଚାଲିଛି

ଜମି ଅଧିଗ୍ରହଣ , ଶେଠୀ ବିଦେଶୀଙ୍କ ଭିଡ

ସ୍ନେହ ଆଦରର ସଙ୍କଟରେ ଫେରିଛି ଗାଁକୁ

ମୋ ଗାଁରେ ମୁଁ ଆଜି ନିଜେ ପର୍ଯ୍ୟଟକ ।


Rate this content
Log in

Similar oriya poem from Classics