STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics Inspirational

କବି ସେ

କବି ସେ

1 min
14.3K


ଅଭାବର ନିଆଁ ଭିତରେ

ଭାରି ଅବୁଝ ତାର ଭୋକ ଆଉ ଭେକ

ମନ ତଳେ ସୁର ଅନ୍ଧାର ତଳେ

ସଂସାର ବାନ୍ଧିଛି ସ୍ଵପ୍ନ

ଏଇ କବି ବୋଲି ତ

ଦୁଃଖ ତାର ବାରମାସୀ

ସୁଖ ତାର ପ୍ରଳୟର ଧାରେ

ତଥାପି ସେ ବାଛିଥାଏ ବଞ୍ଚିବାକୁ

ଶବ୍ଦର ସେ ସୂକ୍ଷ୍ମ କରାଗରେ ।


Rate this content
Log in

Similar oriya poem from Classics