STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ମଲମ

ମଲମ

1 min
13.2K


ଦୁଆର ବନ୍ଧ ବାଜିଲା ମୁଣ୍ଡରେ ମୋହର

ଅବିଳମ୍ବେ ବହିଥିଲା ରକ୍ତ ଝର ଝର

ଡାକ୍ତରଙ୍କ ନିକଟକୁ ସଙ୍ଗେ ସଙ୍ଗେ ଗଲି

ଡାକ୍ତରଙ୍କୁ ସବୁକଥା ବୁଝାଇ କହିଲି

ମଲମ ଦେଇ ଡାକ୍ତର କହିଲେ ବୁଝାଇ

ନିର୍ଦ୍ଧିଷ୍ଟ ସ୍ଥାନରେ ଏହାକୁ ଦିଅ ଲଗାଇ

ଖୁସିରେ ମଲମ ନେଇ ଘରକୁ ଫେରିଲି

ଦୁଆର ବନ୍ଧରେ ତାହା ଦେଲି ମୁଁ ଲଗାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics