STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ସାବିତ୍ରୀ

ସାବିତ୍ରୀ

1 min
13.9K


ମୋ ସାବିତ୍ରୀ ସକାଳୁ ଉଠି

ମନ୍ଦିର ଆଜି ଯାଉଛି

ସତ୍ୟବାନଟା ଭୋକରେ ତାର

ଡହଳ ବିକଳ ହଉଛି

ଆମ୍ବ , କଦଳୀ , ଲିଚୁ , ସପୁରି

ଆହୁରି କେତେ ଫଳ

ବାସ୍ନାରେ ଘର ମହକି ଯାଏ

ପାଟିରୁ ବହେ ଲାଳ

ଲାଳ ବାହାରିଲେ କିସ ଯେ ହେବ

ମୋର ଭାଗ୍ୟରେ ନାହି

ସବିତ୍ରୀଙ୍କର ଓପାଶେ ପରା

ଖାଇବେ ସବୁ ନେଇ ।


Rate this content
Log in

Similar oriya poem from Classics