Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ତୁମ ସାଥେ

ତୁମ ସାଥେ

1 min
6.7K


ତୁମ ସାଥେ କିଛି ମୁହୂର୍ତ ବିତେଇ ପାରିବି

ସବୁବେଳେ ମନ ମୋର ଲାଗେ ଏକା ଏକା

ଦେଖି ନ ପାରିଲେ ତମ ଚିତ୍ର ଲେଖା

ଛୋଟିଆ ମନରେ ମୋର ରଖିଛି କେତେ ସ୍ମୃତି

ତମ କଥା ଭାବିଦେଲେ ଓଠରେ ହସ ଆସେ ଯେମିତି

ସବୁ ଖୁସି ତାର ରଖିଛି ମୁଁ ସାଇତି

ମୋ ହୃଦୟ ର ସ୍ପନ୍ଦନ ଅଧିକ ଯଉଠି

ମାନେ ମୋରୋ ଭାରି ଅଛି କେତେଯେ ଯନ୍ତ୍ରଣା

ଯେମିତି ମନ ମୋର ଗୋଟେ କାଚ ର ଖେଳନା

କେତେ ବେଳେ ଭାଙ୍ଗି ଯିବ ଲାଗୁଥାଏ ଡର

ଯଦି ମତେ କରି ଦେବୁ ତୁ କେବେ ପର ।


Rate this content
Log in

Similar oriya poem from Classics