STORYMIRROR

Purnima Prusty

Classics Inspirational

3  

Purnima Prusty

Classics Inspirational

ଡିଅର ଡାଏରୀ

ଡିଅର ଡାଏରୀ

1 min
12K

ଖେଳିଲୁ ବହୁ ତୁ ଜୀବନର ଖେଳ

ଏଥର ଭାଙ୍ଗିଦେ ନୀରବତା

ଜାଳିଦେ ହୃଦୟର ବ୍ୟଥା 

ନହେଲେ ଜଳିବାକୁ ଦେ କବିତା..

ମାନିନେ ଆଜିର ବାସ୍ତବତା

ଦୀପର ଶିଖା ଟେ ତୁ ଆଜି,

ତୁ ହାରିଲେ ପାଇବୁ ଲୁହ

ଜିତିଲେ ପାଇବୁ ଲୁହ

କେବଳ ମରିଲେ ଜିତିବୁ ବାଜି...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics