STORYMIRROR

Yudhisthir Khamari

Classics

3  

Yudhisthir Khamari

Classics

ପ୍ରାଚୀନ ସଭ୍ୟତାର ଦେଶ

ପ୍ରାଚୀନ ସଭ୍ୟତାର ଦେଶ

1 min
292

ମୋ ଭାରତେ ଦେଖାଯାଏ

ସର୍ବ ପ୍ରାଚୀନ ସଭ୍ୟତା

ଯାହା ପୁରୁଣା ଅଧିକ

ପାଞ୍ଚ ହଜାର ବର୍ଷ ଠାରୁ

ପୁଣି ସିନ୍ଧୁ ଉପତ୍ୟକାର ସଭ୍ୟତା

ପ୍ରାଚୀନ ଖ୍ରୀଷ୍ଟପୂର୍ବ ତେତିଶ ଶହ

ପ୍ରାଚୀନ ସହରୀ ସଭ୍ୟତାର

ଅଭ୍ୟୁଦୟ ଏଠି

ହରପ୍ପା ସଭ୍ୟତାକୁ ଅନାଇଲେ

ଖ୍ରୀଷ୍ଟପୂର୍ବ ସତେଇଶ ଶହ

ବିଶ୍ବବିଦ୍ୟାଳୟ ତକ୍ଷଶିଳା ଏଠି ସର୍ବପୁରାତନ

ଖ୍ରୀଷ୍ଟପୂର୍ବ ଶାତ ଶହ ବର୍ଷ

ଚିକିତ୍ସା ପଦ୍ଧତି ପୁଣି ସର୍ବପୁରାତନ

ଯୋଗ ପୁଣି ଖ୍ରୀଷ୍ଟପୂର୍ବ ପାଞ୍ଚ ହଜାର

ସଂଗୃହୀତ ପତଞ୍ଜଳୀ ଦ୍ବାରା

ଖ୍ରୀଷ୍ଟପୂର୍ବ ଦୁଇ ଶହ ତଳେ

ସମରକଳା କଲାରିପାୟାଟ

ଖ୍ରୀଷ୍ଟପୂର୍ବ ଦୁଇ ଶହ ପୂର୍ବେ

ବହନ କରେ ପୁରାତନତା ଓ

ତା' ଭିତରେ ଶ୍ରେଷ୍ଠତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics