STORYMIRROR

Yudhisthir Khamari

Abstract

3  

Yudhisthir Khamari

Abstract

ଦିବ୍ୟ ପ୍ରେମ

ଦିବ୍ୟ ପ୍ରେମ

1 min
1.1K

ଜୀଇଁବା ପାଇଁ ଦରକାର କରେ ମଣିଷ

ମୈ।ଳିକ ଆବଶ୍ୟକତା

ଖାଦ୍ୟ ବସ୍ତ୍ର ବାସଗୃହ

ହେଲେ ସତରେ କ'ଣ

ଏଥିରେ ମଣିଷ ସନ୍ତୁଷ୍ଟ ହୁଏ ?

ନିଶ୍ଚିତ ଭାବରେ ନାଁ

କାରଣ

ଆଜି ପ୍ରେମ ହିଁ ମୈ।ଳିକ ଆବଶ୍ୟକତା

ଇନ୍ଦିୟ ସୁଖ ଉଚ୍ଚ ସମ୍ମାନ

ବିଳାସ ଜୀବନ,ଯଶ ଖ୍ୟାତି ଆଦି

ମନ ଇନ୍ଦ୍ରିୟକୁ ଆନନ୍ଦ ଦେଇପାରେ

ହେଲେ ସେ ସବୁ ହୃଦୟ ସ୍ପର୍ଶ କରେ ନାହିଁ

ମଣିଷ ସଫଳ ହେଲେ ବି ଭାରାକ୍ରାନ୍ତ ହୁଏ

ଉଦବେଗ ଉତ୍କଣ୍ଠା ଓ ଦୁଶ୍ଚିନ୍ତାରେ

ବିଶ୍ବର ବାସ୍ତବ ସମସ୍ୟା ଦରିଦ୍ର ହୃଦୟରେ

ପ୍ରେମର ଅମୃତରେ ହୃଦୟକୁ

ଐଶ୍ୱର୍ଯ୍ୟ ପୂର୍ଣ୍ଣ କରିବାକୁ ହେବ

ୟାକୁ ଅପସାରିତ କରିବାକୁ

ବାସ୍ତବ ଆନନ୍ଦ ଅଟେ ।

ହୃଦୟ ର ପ୍ରେମ ପ୍ରଦାନ କରିବାରେ

ଅଧିକାର ସାବ୍ୟସ୍ତ କରେନି କାହା ଉପରେ

ପ୍ରକୃତ ପ୍ରେମ ଅଟେ ସୁ ସଂହତି ଓ ସ୍ବତଃସ୍ଫୁର୍ତ୍ତ

ଦିବ୍ୟ ପ୍ରେମ ଦେଇ ଦିଏ ନିଜକୁ

ମାଗେ ନାହିଁ କିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract