Audio

Forum

Read

Contests

Language


Write

Sign in
Wohoo!,
Dear user,
ନିଦୁଆ ଆଖିରେ ମୋର
ନିଦୁଆ ଆଖିରେ ମୋର
★★★★★

© Abhakanta

Romance

1 Minutes   6.9K    4


Content Ranking

ନିଦୁଆ ଆଖିରେ ମୋର

 

ଆଭାକାନ୍ତ ମହାନ୍ତି

 

ନିଦୁଆ ଆଖିରେ ମୋର

       ସପନ ଭର ଗୋ ତୁମେ

              ପ୍ରାଣପ୍ରିୟା ପ୍ରିୟତମେ । ୦ ।

 

ମଳୟ ଭୁଲଇ ଫୁଲୁ ବାସ ଚୋରି

       ପିକ କୁହୁ କୁହୁ ଭୁଲେ

କଦବା ଏସବୁ ଆସିଲେ ଗୋ ପ୍ରିୟେ

       ଆସନ୍ତି ବେପଥୁ ତୁଲେ

ହଜେ ମୁହିଁ କଳ୍ପନାରେ

       ସ୍ମୃତି-ରାଇଜର ଭୂମେ । ୧ ।

 

ବେସରମୀ ରାତି ଆସେ ଗୋ ନିଇତି

       ମନେ ଜାଳିବାକୁ ନିଆଁ

ଯେତେ ବୁଝାଉଛି କହିପାରିବିନି

       ହୃଦଟା ବୁଝୁନି କିଆଁ

ପ୍ରିୟା ପ୍ରିୟା ଡାକି ମନ

       ବିରହରେ ନାଚି ଝୁମେ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****

ନିଦୁଆ ଆଖିରେ ମୋର

Rate the content


Originality
Flow
Language
Cover design

Comments

Post


Some text some message..