Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Romance

2  

Abhakanta

Romance

ନିଦୁଆ ଆଖିରେ ମୋର

ନିଦୁଆ ଆଖିରେ ମୋର

1 min
6.9K


ନିଦୁଆ ଆଖିରେ ମୋର

 

ଆଭାକାନ୍ତ ମହାନ୍ତି

 

ନିଦୁଆ ଆଖିରେ ମୋର

       ସପନ ଭର ଗୋ ତୁମେ

              ପ୍ରାଣପ୍ରିୟା ପ୍ରିୟତମେ । ୦ ।

 

ମଳୟ ଭୁଲଇ ଫୁଲୁ ବାସ ଚୋରି

       ପିକ କୁହୁ କୁହୁ ଭୁଲେ

କଦବା ଏସବୁ ଆସିଲେ ଗୋ ପ୍ରିୟେ

       ଆସନ୍ତି ବେପଥୁ ତୁଲେ

ହଜେ ମୁହିଁ କଳ୍ପନାରେ

       ସ୍ମୃତି-ରାଇଜର ଭୂମେ । ୧ ।

 

ବେସରମୀ ରାତି ଆସେ ଗୋ ନିଇତି

       ମନେ ଜାଳିବାକୁ ନିଆଁ

ଯେତେ ବୁଝାଉଛି କହିପାରିବିନି

       ହୃଦଟା ବୁଝୁନି କିଆଁ

ପ୍ରିୟା ପ୍ରିୟା ଡାକି ମନ

       ବିରହରେ ନାଚି ଝୁମେ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in

Similar oriya poem from Romance