ଅଦିନିଆ ବର୍ଷା
ଅଦିନିଆ ବର୍ଷା
ସ୍ମୃତି ତୁମେ ଅଦିନିଆ ବର୍ଷା
ଯେବେ ଆସିି ଭିଜାଇଲ ମତେ
ମୁଁ ଆଉ ମୋର ତ ନୁହେଁ
ଏ କଥା ବୁୁଝାଇବିି କେତେ
ତୁମେ ଯଦି ଅଦିନ କୁୁୁୁଣିିିିଆ
ଭାବ ସାଥେେ ପ୍ରୀତି ଦିଆନିଆ
ସେ ବି ତ ପହିଲି ଛୁୁୁଆଁ
ଲଗାଏ ସେ ମୋ ଦେହେ ନିଆଁ
ସେ ଥିଲା ମୋ ଦେହ ନିଃଶ୍ୱସ
ପ୍ରାଣ ଠାରୁ ଅଧିକ ବିଶ୍ୱାସ
ଆଜି ସିନା କମିଛି ସାହସ
ନାହିଁ ସେହିି ଅନଳରେ ଝାସ ।