STORYMIRROR

Gajendra Kumar Sethy

Romance

2  

Gajendra Kumar Sethy

Romance

ପ୍ରିୟତମା

ପ୍ରିୟତମା

1 min
92

ସେଦିନ ଯେଉଁଠି ଛାଡ଼ି ଯାଇଥିଲ

ଆଜି ମୁଁ ସେଇଠି ଠିଆ

ଦେଖି ଯାଅ ଥରେ ତୁମ ବିନା ମୁଁ

କେମିତି ବଞ୍ଚିଛିି ପ୍ରିୟା 

ସଜାଇଥିଲି ମୁଁ ଗୋଲାପର ଶେଯ

କଣ୍ଟା ଦେଇଥିଲି କାଢି

ସେ କୋମଳ ଶେଯ କାଳ ହେଲା ମୋର

ସେଥିପାଇଁ ଗଲ ଭୂୂୂଲି

ରହିଛି ରହିିିବି ତୁୁମ ପ୍ରତୀକ୍ଷାରେ

କାଳ ଗଲେଯାଉ ସରି  

ତୁମକୁ ଅପେକ୍ଷା ମୋପାଇଁ ତ ପ୍ରାୟ

ପ୍ରେମ କୁ ହେଉଛିି ଝୁରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance