STORYMIRROR

Gajendra Kumar Sethy

Abstract

3  

Gajendra Kumar Sethy

Abstract

ଭୋକ

ଭୋକ

1 min
195

            

ସର୍ତ୍ତହୀନ ସ୍ୱାର୍ଥ ହୀନ ଭୋକ

ଅଛି ଯାର ମନେ

ଜ୍ଞାନ ରୁ ପ୍ରଜ୍ଞାନ ସେ ଲଭିବ

ଚିନ୍ତା କର ଜନେ

ଦେହ ଭୋକ ସିନା ମରେ ଏଠି

ଆସକ୍ତି ରଖିଲେ

 ଦେହୀ ପାଇଁ ଭୋକ କାହିଁ କା,ର

ସଭିଏଁ ହାରିଲେ

ପେଟ ପାଇଁ ଭୋକ ସବୁବେଳେ

ଭୋକ ପାଇଁ ପେଟ

ପରମାତ୍ମା ପାଇଁ ଭୋକ ରଖ

ହୋଇଯିବ ଭେଟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract