Gajendra Kumar Sethy
Abstract
ସର୍ତ୍ତହୀନ ସ୍ୱାର୍ଥ ହୀନ ଭୋକ
ଅଛି ଯାର ମନେ
ଜ୍ଞାନ ରୁ ପ୍ରଜ୍ଞାନ ସେ ଲଭିବ
ଚିନ୍ତା କର ଜନେ
ଦେହ ଭୋକ ସିନା ମରେ ଏଠି
ଆସକ୍ତି ରଖିଲେ
ଦେହୀ ପାଇଁ ଭୋକ କାହିଁ କା,ର
ସଭିଏଁ ହାରିଲେ
ପେଟ ପାଇଁ ଭୋକ ସବୁବେଳେ
ଭୋକ ପାଇଁ ପେଟ
ପରମାତ୍ମା ପାଇଁ ଭୋକ ରଖ
ହୋଇଯିବ ଭେଟ ।
ପ୍ରେୟସୀ
ବିଦଗ୍ଧ ପ୍ରେମି...
ପ୍ରିୟତମା
ଅଦିନିଆ ବର୍ଷା
ବିଦାୟ
ସମ୍ପର୍କ
ମିଛ ସପନ
ହର୍ଷ ଓ ବିଷାଦ
ସ୍ମୃତି ତୁମେ
ଭୋକ
ପ୍ରାର୍ଥନା ପ୍ରାର୍ଥନା
ଅନ୍ଧାର ରେ ଚାଲେ କଳା ବେପାର ଅନ୍ଧାର ରେ ଚାଲେ କଳା ବେପାର
ବିଶ୍ବ ଆଦିବାସୀ ଦିବସ ! ବିଶ୍ବ ଆଦିବାସୀ ଦିବସ !
ଶ୍ରାବଣ ମାସ ଶ୍ରାବଣ ମାସ
ଭିଜା ମାଟି ର ବାସ୍ନା ଭିଜା ମାଟି ର ବାସ୍ନା
*ହଜିଲା ଦିନ ସ୍ମତିରୁ ପଦେ* *କବିତା ମାଳା ଶୀର୍ଷକ: *ହଜିଲା ଦିନ ସ୍ମତିରୁ ପଦେ* *କବିତା ମାଳା ଶୀର୍ଷକ:
ସପନରେ ତୁମେ ସପନରେ ତୁମେ
ସାଙ୍ଗ, ମିତ, ସାଥୀ, ବନ୍ଧୁ ଓ ସହଚର କୁହେ ଆମେ ସଙ୍ଗାତ ବଉଳ ବା ମକର ହୃଦୟରୁ ଗ୍ରହଣରେ ଆସେ ମନେ ହ ସାଙ୍ଗ, ମିତ, ସାଥୀ, ବନ୍ଧୁ ଓ ସହଚର କୁହେ ଆମେ ସଙ୍ଗାତ ବଉଳ ବା ମକର ହୃଦୟରୁ ଗ୍ରହ...
ଅଜଣା ପୁଲକ ଜାଗେ ଅଜଣା ପୁଲକ ଜାଗେ
ମେଘ ପାଲିଙ୍କିରେ ବରଷା ରାଣୀ ମେଘ ପାଲିଙ୍କିରେ ବରଷା ରାଣୀ
ବରଷା ଆସିଚି ବରଷା ଆସିଚି
ବୋଲ୍ ବମ୍ ବୋଲ୍ ବମ୍
ଦଗ୍ଧ ପ୍ରଜାପତି ଦଗ୍ଧ ପ୍ରଜାପତି
ବର୍ଷା ବର୍ଷା
ପବିତ୍ର ଶ୍ରାବଣ ମାସ ପବିତ୍ର ଶ୍ରାବଣ ମାସ
ସ୍ଵାର୍ଥ ସାଧନ ବିନା ବନ୍ଧୁ ବନ୍ଧୁକ ସାଜେ ପ୍ରତାରଣା ବିନା ପ୍ରେମ ପାଣିଚିଆ ମାଜେ ମିଛ ଖବର ବିନା ସ୍ଵାର୍ଥ ସାଧନ ବିନା ବନ୍ଧୁ ବନ୍ଧୁକ ସାଜେ ପ୍ରତାରଣା ବିନା ପ୍ରେମ ପାଣିଚିଆ ମାଜେ ...
ସ୍ବାଧୀନ ଭାରତ ଆମେ ନାଗରିକ ଆମେରେ ଭଉଣୀ ଭାଇ ଗୋଟିଏ ଗଛର ଅନେକ ଫୁଲ ତ ଗୋଟେ ମାଳେ ଗୁନ୍ଥା ହ ସ୍ବାଧୀନ ଭାରତ ଆମେ ନାଗରିକ ଆମେରେ ଭଉଣୀ ଭାଇ ଗୋଟିଏ ଗଛର ଅନେକ ଫୁଲ ତ ଗୋଟେ ...
ଘନ ତମସାରେ ଆଶାର ଆଲୋକ ତୁମେ ପୂର୍ଣ୍ଣିମାର ଇନ୍ଦୁ, ଯନ୍ତ୍ରଣା ସନ୍ତପ୍ତ ଜୀବନ ଯାତ୍ରାରେ ଘନ ତମସାରେ ଆଶାର ଆଲୋକ ତୁମେ ପୂର୍ଣ୍ଣିମାର ଇନ୍ଦୁ, ଯନ୍ତ୍ରଣା ସନ୍ତପ୍ତ ଜୀବନ ଯାତ୍ରାର...
ଵଉଦ ଫାଙ୍କରୁ ବରଷା ଝରେ ରିମ୍ ଝିମ୍ ମାଟି ମଟାଳରୁ ଗଜୁରେ ସବୁଜ ବଳୟ ସିମ୍ ସିମ୍ ମଞ୍ଜି ଫାଟିଲ ଵଉଦ ଫାଙ୍କରୁ ବରଷା ଝରେ ରିମ୍ ଝିମ୍ ମାଟି ମଟାଳରୁ ଗଜୁରେ ସବୁଜ ବଳୟ ସିମ୍ ସି...
ସଭିଏଁ ଚାହାଁନ୍ତି ଅର୍ଥ ଧନ ରାଶି ହେବାକୁ କ୍ଷଣକେ ଧନୀ ଶିକ୍ଷା ଦୀକ୍ଷା ପ୍ରତି ସଚେତନ ହେଲେ ହ... ସଭିଏଁ ଚାହାଁନ୍ତି ଅର୍ଥ ଧନ ରାଶି ହେବାକୁ କ୍ଷଣକେ ଧନୀ ଶିକ୍ଷା ଦୀକ୍ଷା ପ୍ରତି ...