Gajendra Kumar Sethy
Tragedy
ପ୍ରେରଣା ସାଜିବ ମୋ ଦୁନିଆଁରେ
ଏହି ଆଶା ରଖିମନେ
ପ୍ରେରଣା ବଦଳେ ଛଳନା ମିିିିଳିଲାା
ମୋ ପ୍ରେମର ପ୍ରତିିଦାନେ
ନିୟତି ଲେଖିଛି କାହା ଲଲାଟରେ
ଦୁଃଖ କମ୍ ସୁୁଖ ବେଶୀ
ପ୍ରେମର ଛିିିଟା ବି ମୋ ଭାଗ୍ୟରେ ନାହିଁ
ତଥାପି ମୋ ମନ ଖୁସି
ପ୍ରେୟସୀ
ବିଦଗ୍ଧ ପ୍ରେମି...
ପ୍ରିୟତମା
ଅଦିନିଆ ବର୍ଷା
ବିଦାୟ
ସମ୍ପର୍କ
ମିଛ ସପନ
ହର୍ଷ ଓ ବିଷାଦ
ସ୍ମୃତି ତୁମେ
ଭୋକ
ଆବଶ୍ୟକ ଠାରୁ ଅଧିକ ନିଦାନ ସେହିଠାରେ ଲେଖାଯାଏ ଅଧିକ କେତେଟା ଟଙ୍କା ପାଇଁ ପୁଣି ରୋଗୀ ତଣ୍ଟି ଚିପାଯାଏ ... ଆବଶ୍ୟକ ଠାରୁ ଅଧିକ ନିଦାନ ସେହିଠାରେ ଲେଖାଯାଏ ଅଧିକ କେତେଟା ଟଙ୍କା ପାଇଁ ପୁଣି ...
କଳି କାଳେ ପାପ ହେଲାଣି ପ୍ରବଳ ଘଟୁ ଅଛି ବିପରୀତ, ଆପଣା ମଧ୍ୟରେ ମଣିଷ ରଚୁଛି ନିଇତି ମହାଭାରତ ।। ସ୍ୱାର୍... କଳି କାଳେ ପାପ ହେଲାଣି ପ୍ରବଳ ଘଟୁ ଅଛି ବିପରୀତ, ଆପଣା ମଧ୍ୟରେ ମଣିଷ ରଚୁଛି ନିଇତି ...
କିଛି ଦିନ ପରେ କେହି ଜଣେ କହିଲା - ତାଙ୍କ ମୃତ୍ୟୁ ଖବର ଲୋକାଲ୍ ସମ୍ବାଦ ପତ୍ରରେ ବାହାରିଥିଲା; ଦୁଇ କିଛି ଦିନ ପରେ କେହି ଜଣେ କହିଲା - ତାଙ୍କ ମୃତ୍ୟୁ ଖବର ଲୋକାଲ୍ ସମ୍ବାଦ ପତ୍ରରେ ବାହାରିଥିଲ...
ଡାକ୍ତରାଣୀ ହୋଇ, ରୋଗୀ ସେବା କରି, ହେଉଛି ସବୁରି ପ୍ରିୟ ସୈନିକଟି ହୋଇ ଶତ୍ରୁ ସୈନ୍ୟ ହରେଇ ଆଣୁଛି ଡାକ୍ତରାଣୀ ହୋଇ, ରୋଗୀ ସେବା କରି, ହେଉଛି ସବୁରି ପ୍ରିୟ ସୈନିକଟି ହୋଇ ଶତ୍ରୁ ସୈନ୍ୟ ହ...
ଚପଲ୍ ଚପଲ୍
ମଉନେ ଆଜି ମୁଁ କରୁଛି ରୋଦନ ପାଦଚି଼ହ୍ନ କିଆଁ ପାଉନି ଖୋଜି ସଜ ସଜ ଲାଜ ଓଠେ ହସ ସବୁ ତ ଯାଇଛି ହଜି l ମଉନେ ଆଜି ମୁଁ କରୁଛି ରୋଦନ ପାଦଚି଼ହ୍ନ କିଆଁ ପାଉନି ଖୋଜି ସଜ ସଜ ଲାଜ ଓଠେ ହସ ସ...
ଏ ବୟସ କଣ ଚାଲିଯିବାର କି ? କେଉଁଠି ଗଲୁ ତୁ ହଜି, ଲୁହ କୋହ ଦେଇ ଚାଲିଗଲୁ ତୁହି ଅଫେରା ଅତିଥି ଏ ବୟସ କଣ ଚାଲିଯିବାର କି ? କେଉଁଠି ଗଲୁ ତୁ ହଜି, ଲୁହ କୋହ ଦେଇ ଚାଲିଗଲୁ ତୁହି ...
ପ୍ରେମର ସଉଦାଗର ପ୍ରେମର ସଉଦାଗର
ଲୋଡ଼ା ନାହିଁ ମୋର ଇନ୍ଦ୍ରପଦ ଅବା ବିଶ୍ବର ସକଳ ସମ୍ପଦ ଝାଟିମାଟି ଘରେ ମୋ ପଖାଳ କଂସାରେ ମୋ ସୁଖ ନିହିତ ଲୋଡ଼ା ନାହିଁ ମୋର ଇନ୍ଦ୍ରପଦ ଅବା ବିଶ୍ବର ସକଳ ସମ୍ପଦ ଝାଟିମାଟି ଘରେ ମୋ ପଖାଳ କଂସାରେ ମୋ ...
ଆସିରଗଡ଼ରେ ସଂଗ୍ରାମୀ ସୁରେନ୍ଦ୍ର ହରାଇଲେ ପଛେ ପ୍ରାଣ, ଗୋଲାମୀ ଶାସକ ନିକଟରେ ମୁଣ୍ଡ ନୁଇଁଲେନି କେଉଁଦି ଆସିରଗଡ଼ରେ ସଂଗ୍ରାମୀ ସୁରେନ୍ଦ୍ର ହରାଇଲେ ପଛେ ପ୍ରାଣ, ଗୋଲାମୀ ଶାସକ ନିକଟରେ ମୁଣ୍ଡ ନୁଇଁଲେ...
ମୋ ପାଖରେ କିଏ ଅଛି ଯେ ମୋତେ କହିଦେବ ମୋ ହଜିଲା ଠିକଣା, ନିଜର ବୋଲି ମୋ ପାଖରେ କିଛି ହେଲେ ନାହିଁ ... ମୋ ପାଖରେ କିଏ ଅଛି ଯେ ମୋତେ କହିଦେବ ମୋ ହଜିଲା ଠିକଣା, ନିଜର ବୋଲି ମୋ ପାଖରେ...
ଝୁରି ଝୁରି ମୋର ଜୀବନ ଯାଉଛି କପଟ ପ୍ରେମେ ତୁମରି । ଝୁରି ଝୁରି ମୋର ଜୀବନ ଯାଉଛି କପଟ ପ୍ରେମେ ତୁମରି ।
ତଥାପି ଏ ରାତି ଶୋଷ ମେଣ୍ଟିନାହିଁ ସଞ୍ଜବେଳ ଥାଏ ଚାହିଁ ।। ତଥାପି ଏ ରାତି ଶୋଷ ମେଣ୍ଟିନାହିଁ ସଞ୍ଜବେଳ ଥାଏ ଚାହିଁ ।।
ଯାଉଅଛି ଫେରି ପ୍ରତାରଣା ପଥୁ ଦହନ ଜଳନେ ଏକା ।। ଯାଉଅଛି ଫେରି ପ୍ରତାରଣା ପଥୁ ଦହନ ଜଳନେ ଏକା ।।
ହାତ ହାତ
ଅରଣ୍ୟ ରୋଦନ ପରି ମନେ ହୁଏ, ପ୍ରତିଧ୍ୱନିି ହୋଇ ଫେରି ଆସିଥାଏ । ଅରଣ୍ୟ ରୋଦନ ପରି ମନେ ହୁଏ, ପ୍ରତିଧ୍ୱନିି ହୋଇ ଫେରି ଆସିଥାଏ ।
ପୁଣି ଜଳେଇ ଗର୍ବ କରେ ତା ମିଞ୍ଜି ମିଞ୍ଜି ଆଲୋକ ପାଇଁ ..... ପୁଣି ଜଳେଇ ଗର୍ବ କରେ ତା ମିଞ୍ଜି ମିଞ୍ଜି ଆଲୋକ ପାଇଁ .....
ନିଜ ମାଟି ନିଜ ପାଇଁ ପାଲଟୁ ବୈକୁଣ୍ଠ ଦୂର ହେଉ ସମୟର ଦାଦନ ସଙ୍କଟ ।। ନିଜ ମାଟି ନିଜ ପାଇଁ ପାଲଟୁ ବୈକୁଣ୍ଠ ଦୂର ହେଉ ସମୟର ଦାଦନ ସଙ୍କଟ ।।
ଅଧରେ ଫୁଟାଅ ହସ ଅଧରେ ଫୁଟାଅ ହସ
ବିକୃତ ମାନସିକତାର ଶିକାର ଅମଡାବାଟର ଯେତେ ସବୁ ପଥିକ କେବଳ କହିବାରେ କଥାଟିଏ ହୋଇ ରହିଯାଏ ପ୍ରେମ , ଶାଶ୍ୱତ, ସତ... ବିକୃତ ମାନସିକତାର ଶିକାର ଅମଡାବାଟର ଯେତେ ସବୁ ପଥିକ କେବଳ କହିବାରେ କଥାଟିଏ ହୋଇ ରହିଯାଏ ...