STORYMIRROR

Gajendra Kumar Sethy

Romance

3  

Gajendra Kumar Sethy

Romance

ମିଛ ସପନ

ମିଛ ସପନ

1 min
184

କାହିଁ ଭରିଦେଲୁ ହସ ବଦଳରେ

ଏଇ ମୋ ଆଖିରେ ଲୁହ

ମିଛ ସପନରେ ରାତି ମୋ ପାହୁଛି

ଏ କି ଜୀବନ କହ

ସୁଖ ସମୃଦ୍ଧି ର କଥା କହି ଦିନେ

ଦୁଃଖ ଯେତେ ଦେଇଗଲୁ

ଆର ବରଷକୁୁ ପୁୁଣି ଆସିବୁ

ଏ ଭରସା ଦେଇଥିିିଲୁ

ସତ ସପନରେ ବିଶ୍ୱାସ କରି ମୁଁ

ହାରି ମୁଁ ଯାଇଛି ଆଜି

ନିର୍ଜନ ବେଳାରେ ମୁଁ ଆଜି ପଥିକ

ନିଃସଙ୍ଗ ନାୟକ ସାଜି

      



Rate this content
Log in

Similar oriya poem from Romance