STORYMIRROR

Gajendra Kumar Sethy

Romance

3  

Gajendra Kumar Sethy

Romance

ସ୍ମୃତି ତୁମେ

ସ୍ମୃତି ତୁମେ

1 min
207

ସବୁ ବର୍ଷ ଆସ ନବବର୍ଷ ନେଇ

ଯାଅ ପୁୁଣି ସ୍ମୃତି ହୋଇ

ପୁୁଣି ଆସିବା ଆଶା ଭରସାରେ

ସବୁ ସ୍ମ୍ମତି ଉଠେ ଚେଇଁ।

କାହା ଆଖି ଲୁହ କାହା ଓଠେ ହସ

କାହା ମନେ ସରସତା

ତଥାପି କାହିଁକି ତୁୁମେ ମନେପଡ

ବୁୁୁଜିିିିଦେଲେ ଆଖିପତା।

କିିିିଛି ଘଟଣାର ମୂୂକ ସାକ୍ଷୀ ତୁୁୁମେ

ଆଉ କିଛି ହୁଏ ସ୍ମୃତି

ସେଇଥି ପାଇଁ ତ ସବୁ ସ୍ମୃତି ଲାଗେେ

ଚଇତି ଚୋରା ପୀରତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance