STORYMIRROR

Gajendra Kumar Sethy

Romance

3  

Gajendra Kumar Sethy

Romance

ସମ୍ପର୍କ

ସମ୍ପର୍କ

1 min
235

ମିଛ ସମ୍ପର୍କ ରେ ଠକି ଦେଲ ମତେ

ସତ୍ୟର ବାହାନା କରି

ଛଡାଇ ନେଇଛ ହସ ଯେତେ ମୋର

ବଦଳରେ ଲୁୁହ ଭରି

କହି ଆସିଥିଲ ଆଖି ଲୁୁହ ସବୁ

ମାଟିକୁ ଛୁୁୁୁଇଁବା ପରେ

ଫୁଲ କରିଦେବ କଣ୍ଟା ତୋଳି ନେବ

ତୁମ ପ୍ରିତୀ ପରଶରେ

ବରଷକ ଦୁଃଖ ଯେ ସିନା ଭୋଗିଛି

ସେ ଜାଣିଛି ତାର ବ୍ୟଥା

ମନ ଗହନର ମହମ ଦେହଟା

କି ଅବା କହିବ କଥା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance