STORYMIRROR

Brundabana Pradhan

Romance

3  

Brundabana Pradhan

Romance

ନିସଙ୍ଗ ପଦାତିକ

ନିସଙ୍ଗ ପଦାତିକ

1 min
194


ବହୁ ପାଖରେ ମୁଁ ଦେଖିଛି

ମୃତ୍ୟୁର ଉପତ୍ୟକା କୁ

ଚିରନ୍ତନ ପ୍ରୟାସ କରୁଛି

ଲଙ୍ଘିବାକୁ ମୃତ୍ୟୁର ଜଳେ ପହଁରି ପହଁରି ।

ଜାଗ୍ରତ ପ୍ରହରୀର ଚାବୁକ ମାଡରେ

ମୁଁ ଅସହାୟ ହୋଇପଡେ

ମୋ ଜୀବନ କୁ ଡରି ଡରି ॥

ଏ ସଂସାର ନାଟକରେ

କିଏ ଯେ କେତେବେଳେ 

ଚାଲିଯିବ ଅଭିନୟ କରି ।॥

ଜାଣିଛି ହେଲେ କ’ଣ ବା କରିବି

ସଂଗ୍ରାମ କରୁଛି 

ନିସଙ୍ଗ ପଦାତିକ ପରି ।


 



Rate this content
Log in

Similar oriya poem from Romance