STORYMIRROR

Niranjan padhan Niranjan padhan

Romance

4.3  

Niranjan padhan Niranjan padhan

Romance

ପ୍ରେମ

ପ୍ରେମ

1 min
219


ପ୍ରେମ ଅଟେ ଏକ ମରୁମରୀଚିକା

କାହା ଭାଗ୍ୟେ ଥାଏ ଅମାପ ପ୍ରେମ ତ,

ପୂଣୀ କାହା ଭାଗ୍ୟେ ଲେଖାଥାଏ ଖାଲି ଧୋକା ॥


ପ୍ରେମକୁ କୁହନ୍ତି ଲୋକେ ଚିର ଶାଶ୍ୱତ ,

ପ୍ରେମ ଅଟେ ଚିରନ୍ତନ, ପୁଣି ପ୍ରେମ ଅଟେ ଅମଳିନ,

ପ୍ରେମର ମାନେ ଶୁଣିଛି କୁଆଡ଼େ ଦୁଇ ମନର ମିଳନ ॥


ପ୍ରେମ ମାନେ ତ ତ୍ୟାଗ ଓ ବିରହ ଜ୍ୱାଳା 

ଏଠି ପ୍ରେମରେ ତ୍ୟାଗ କରି କିଏ ଖୁସି  ହୁଏ ତ,

କିଏ ବିରହ ନିଆଁରେ ପୁଣି ସାରା ଜୀବନ ଜଳିଗଲା ॥


ପ୍ରେମର ମାନେ ତ ମୁଁ ଏତିକି ବୁଝିଛି....


ଏ ପ୍ରେମ ଶବ୍ଦଟା ତ ମୋ ଭାଗ୍ୟରେ ନାହିଁ ଲେଖା

ଯାହାକୁ ପାଇଲି ମୁଁ ମୋ ଜୀବନଠୁ ବେଶି ଭଲ,

ସେ ହିଁ ତ ମୋ ଭାଗ୍ୟ (କପାଳ) ରେ ନାହିଁ ଲେଖା ॥


         "" ଇତି ""

ମୁଁ ତୁମର ...


Rate this content
Log in

Similar oriya poem from Romance