ପ୍ରେମ ପାଇଁ ପ୍ରେମୀ ଟିଏ...
ପ୍ରେମ ପାଇଁ ପ୍ରେମୀ ଟିଏ...
ଏମିତି ଚାହିଁ ରହିଥାଅ ମତେ
ଦେଖୁଥାଅ ତୁମ ମନର ଆଇନାରେ
ଭଲ ପାଉଥାଅ ଏମିତି,
ଆକାଶ ମେଘକୁ ଭଲପାଉଛି ଯେମିତି
ନଦୀ ସାଗରକୁ ଖୋଜୁଛି ଯେମିତି
ତୁମେ ବି ମତେ ସେମିତି ଖୋଜ
ପ୍ରତି ମୁହୂର୍ତ୍ତରେ ମନେ ପକାଅ ମତେ,
ଆଉ ଢ଼ାଳିଦିଅ ଭଲପାଇବା ଯେତେ ଅଛି ତୁମ ହୃଦୟରେ