STORYMIRROR

ସୁବ୍ରତ ପାତ୍ର

Romance

3  

ସୁବ୍ରତ ପାତ୍ର

Romance

ଭାବନା

ଭାବନା

1 min
240

କିଏ ଆସୁଛି

ଶୁଭୁଛି ତା'ର ଆସିବାର ଧ୍ବନି

ଆଖିରେ ପଲକ ନ'ପକେଇ,

ଚାହିଁ ରହିଛି ତାକୁ କେତେବେଳୁ

ସିଏ ଆସିଲେ

ବୋଳିଦେବ କେତେରଙ୍ଗ

ମୋର ବେରଙ୍ଗି ହୃଦୟରେ

ଆଉ ଦେବ କିଛି ପ୍ରତିଶୃତି

ତା' ଭଲପାଇବାର

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance