STORYMIRROR

ସୁବ୍ରତ ପାତ୍ର

Romance

4  

ସୁବ୍ରତ ପାତ୍ର

Romance

କବିତା ତୁମ ପାଇଁ

କବିତା ତୁମ ପାଇଁ

1 min
236

ଆଜିବି ସେ କବିତା

ଶୁଣେଇ ପାରିନି ତୁମକୁ,

କେବେ କଥାରେ 

କେବେ ଆବେଗରେ

ପୁଣି କେବେ ବାହାନାରେ

କହିବାକୁ ଚାହିଁଛି

ହେଲେ କହି ପାରିନି,

କହିବି କି ନାହିଁ 

ତାହା ବି ଜାଣିନି,

ହେଲେ ସେ କବିତା 

କବିତା ନୁହେଁ

ମୋ ଜୀବନ ସଳିତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance