STORYMIRROR

ସୁବ୍ରତ ପାତ୍ର

Romance Inspirational

2  

ସୁବ୍ରତ ପାତ୍ର

Romance Inspirational

ଝରାଫୁଲ

ଝରାଫୁଲ

1 min
58

ବେନାମୀ ସେ ପ୍ରତାରକ

ଦୁଃଖର ସାଗରେ ଠେଲି ଦେଇ

ଚାଲିଗଲା ଅନ୍ୟ କେଉଁ

ଫୁଲର ମହୁ ଶୋଷିବାକୁ।


ଛେଳି ପାଟି ପରି 

ପୁରୁଷର ସ୍ୱଭାବ

ଯୌନର ପିପାସା 

ମେଣ୍ଟେଇବାକୁ

ତିଳ ତିଳ କରି 

ଜାଳି ଦିଅନ୍ତି ନିରୀହ

ଫୁଲର ମହକକୁ।


ଝରି ପଡ଼ି ଝୁରେ 

ଝରା ଫୁଲ

ଅଲୋଡ଼ା ହୋଇଯାଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance