STORYMIRROR

ସୁବ୍ରତ ପାତ୍ର

Romance

2  

ସୁବ୍ରତ ପାତ୍ର

Romance

କଥା ଥିଲା!

କଥା ଥିଲା!

1 min
2.9K

କଥା ଥିଲା ,ମୁଁ

ମୁଁ ହେଇ ରହିବିନି

ତୁମେ ତୁମେ ହୋଇ ରହିବନି

ଆମେ ଆମେ ହୋଇଯିବା

ସତରେ ବି,

ମୁଁ ମୁଁ ହେଇ ରହିଲିନି

ତୁମେ ତୁମେ ହୋଇ ରହିଲନି

କିନ୍ତୁ ଆମେ ଆମେ ତ ହେଲେନି

ଆଜି ବହୁଦିନ ପରେ

ସେଇ କଥାଟି

ଯୋଉ କଥା

ଭୁଲିଛି ଭୁଲିଛି ବୋଲି

ନିଜକୁ ଭୁଲଉ ଥାଏ

ନିଜକୁ ବୁଝଉ ଥାଏ

ମୁଁ ଆଉ ସେଇ ମୁଁ ହେଇ ନାହିଁ କି,

ତୁମେ ଆଉ ସେଇ ତୁମେ ହେଇ ନାହଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance