STORYMIRROR

Das Muktikanta

Romance

3  

Das Muktikanta

Romance

ଚାଲ ଏକ ସ୍ୱପ୍ନ ବୁଣିବା

ଚାଲ ଏକ ସ୍ୱପ୍ନ ବୁଣିବା

1 min
265

ଚାଲ ଏକ ସ୍ୱପ୍ନ ବୁଣିବା

ଆଉ ସମ୍ପୂର୍ଣ୍ଣ କରିିବାକୁ

ଅଳ୍ପ ଅଳ୍ପ ତୁମେ ବାଛ

ଅଳ୍ପ ଅଳ୍ପ ମୁଁ ବାଛୁଛି


ପ୍ରାରମ୍ଭିକ ଅନୁଭୂତି ରଖିବାକୁ

ହୃଦୟର ପାଖରେ ରଖିବାକୁ

କିଛି ରେଶମ ତୁମେ ନେଇ ଆସିବ

କିଛି ମୋ ପାଖରେ ଅଛି

ଅନୁୁଭୂତିକୁ ବୁଣିବାର ସ୍ୱାଦ,,

   ମୁଁ ଚାଖିିିଛି....


ଜୀବିତ ହୃଦୟ ଗଢିବାକୁୁ

ଆଉ ଟିକେ ସଜେଇବାକୁ

ରଙ୍ଗକୁ ବି ବାଛିବାର ଅଛି


ସାଙ୍ଗରେ ମିଶି,,

କିଛି ସଉକ କିିଛି ଅନୁଭବ ରଙ୍ଗ

କହିବା ସହ ଖେଳି ଉଠିିିବେ


ପୁଣି ସ୍ୱପ୍ନ ଏକ ଜିିବୀତ ହେବ

ନା ତୁମେ..ନା ମୁଁଁ..ନା ହିଁ କିଛି ଅସମ୍ପୁୁୁର୍ଣତା

କେବେ ନିଜ ଭିତରେ ଲଜ୍ଜିତ ହେବେ।।


ଚାଲ ଏକ ସ୍ୱପ୍ନ ବୁଣିବା

ଆଉ ସମ୍ପୂର୍ଣ୍ଣ କରିିବାକୁ

ଅଳ୍ପ ଅଳ୍ପ ତୁମେ ବାଛ

ଅଳ୍ପ ଅଳ୍ପ ମୁଁ ବାଛୁଛି...

ଅଳ୍ପ ଅଳ୍ପ ମୁଁ ବାଛୁଛି...


 


Rate this content
Log in

Similar oriya poem from Romance