STORYMIRROR

Das Muktikanta

Romance

4  

Das Muktikanta

Romance

ପ୍ରେମ ବି ଦିନେ ମହଙ୍ଗା ଥିଲା

ପ୍ରେମ ବି ଦିନେ ମହଙ୍ଗା ଥିଲା

1 min
189

ପ୍ରେମ ବି ଦିନେ ମହଙ୍ଗା ଥିଲା

ଜଣେ ଜଣକର ଜୀବନ ଥିଲା

କେହି ଜଣକର ନାମକୁ,,,

ନିଜ ହାତରେ ଲେଖୁୁୁଥିଲା,,,

ତ....କେହିି ରଫ ଖାତାର,,,

କେଉଁ ଏକ କୋଣରେ ଲେଖୁଥିଲା


କେତେ ସୁୁନ୍ଦର ଥିଲା ସେ ଦୃଶ୍ୟ ବି,,

ଯେତେବେଳେ ଗଛର ମେରୁୁଦଣ୍ଡରେ

ଉଭୟଙ୍କର ନାମ ଯୋଡି ହୋଇ ରହୁଥିଲା

ନଦୀର ଆରପଟୁ ଜଣେ ଜଣକୁ ଦେଖୁଥିଲା

କୂଳରେ ବସି ବାଲିଘର ତୋଳୁଥିଲା ।।

  ପ୍ରେମ ବି ଦିନେ ମହଙ୍ଗା ଥିଲା,,

  ସମୟ ଅତିିିବାହିତ ନୁୁହେଁ,,

  ଜଣେ ଜଣକର ଜୀବନ ଥିଲା


ବିଶ୍ୱାସର ବନ୍ଧନରେ ଜଣେ ଜଣକୁ ଯୋଡୁଥିଲା

ବିଛେଦର ମୁହୂର୍ତ୍ତରେ ନିଜେ ହିଁ ନିିିଜକୁ ଦୋସୁୁୁଥିଲା

   ଛୋଟ ଛୋଟ ଅଭିମାନରେ,,

ଆଖିରୁ ଅଦିନରେ ଶ୍ରାବଣ ବି ଝରୁୁୁଥିଲା

ମାନେଇବାର ଅଭିିିପ୍ରାୟରେ ଦିନ ଦିନ ବିତୁୁୁଥିଲା


   ସାରା ଦୁୁନିିିଆ କାଳ୍ପନିକ,,

ବାସ ତା ପ୍ରେମ ହିଁ,,ବାସ୍ତବ ଲାଗୁଥିଲା

  ପ୍ରେମ ବି ଦିନେ ମହଙ୍ଗା ଥିଲା,,

  ସମୟ ଅତିିିବାହିତ ନୁହେଁ,,

  ଜଣେ ଜଣକର ଜୀବନ ଥିଲା

  ଜଣେ ଜଣକର ଜୀବନ ଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance