STORYMIRROR

Das Muktikanta

Tragedy

3  

Das Muktikanta

Tragedy

ଏ ରାତି ଅନେକ ଭଲ ଲାଗିଥାଏ

ଏ ରାତି ଅନେକ ଭଲ ଲାଗିଥାଏ

1 min
177

ଏ ରାତି ଅନେକ ଭଲ ଲାଗିଥାଏ

ଯେତେବେଳେ ସମସ୍ତେ ଶୋଇଯାଆନ୍ତି,

   ମନ ସହ ମନକୁ,

      କିିିଛି ବାର୍ତ୍ତାଳାପ କରୁୁଛି ।

କେବେ କେବେ ଅଧା ରାତ୍ରି ଯାଏ,,

     ଉଜାଗର ରହୁଛି

   କେବେ ନିଜକୁ ଖୋଜୁଛି


କିଛି ହଜି ଯାଇଛି,,କିିଛି ମିିଳି ଯାଇଛି

 କିଛି ମିିଳୁ ମିିଳୁ ରହି ଯାଇଛି

କିିିଛି ଈଶ୍ୱର ରଚିିିଛନ୍ତି,,କିଛି ଅସମର୍ଥିତ ରଚିଛି

 କିିିଛି ପରିସ୍ଥିତିର ଶୀକାର ହୋଇଛି ।


    କଣ କଣ କହିିିିବି ମୁଁ ?

ମୋ ଜୀବନ କେତେ କାହାଣୀ ହୋଇଛି

  ଏ ହୃଦୟ କେତେ ଖଣ୍ଡ ହୋଇଛି,

କେବେ ମୁଁ ହାରିଗଲି ପରିସ୍ଥିତି ପାଖରୁ

କେବେ ଭାଙ୍ଗିଗଲି ନିଜର ମାନଙ୍କ ଠାରୁ


    ଥିଲା କିଛି ସୁନ୍ଦର ସ୍ୱପ୍ନ

    ସ୍ଵ୍ବପ୍ନ ହୋଇ ରହିିଗଲା

ଭାଙ୍ଗି ଯାଇଥିବା ସ୍ବପ୍ନ ଉପରେ ଲୁହ କାହିଁକି?


ହସି ହସି ଲୋକେ ଥଟା କରିିିଗଲେ

ଧ୍ଵନିରେ ଥିଲା ଯାହା ଗର୍ଜନ,

ସେମାନେ ଆପଣାଙ୍କ ଠାରୁ ଧୋକା ଖାଇ,

    ମୌନ ରହିଗଲେ ।


ବାସ ଏ ରାତି ଏମିତି ହିଁ କିିିଛି,

ହିସାବ କିତାବରେ ବିିତିଗଲା

 ଏ ରାତି ଏମିତି ହିଁ କିଛି,

ହିସାବ କିତାବରେ ବିିିତିଗଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy