STORYMIRROR

Bhakta Charan Sunani

Romance Tragedy

3  

Bhakta Charan Sunani

Romance Tragedy

କୁହ ପ୍ରିୟା ଥରେ

କୁହ ପ୍ରିୟା ଥରେ

1 min
281

କୁହ ପ୍ରିୟା ଥରେ କୁହ

କେତେ ଦେବ ଆଉ ଲୁହ

ଆଖି ମୋ ଖୋଜୁଛି

ମନ ମୋ ଝୁରୁଛି

ତମ ବିନା ଏକା

ଜୀଉଁଛି ମରୁଛି

ଛାତିରେ କେତେ ଯେ କୋହ।


କୁହ ପ୍ରିୟା ଥରେ କୁହ

କେତେ ଦେବ ଆଉ ଲୁହ

ହୃଦୟ ଜଳୁଛି

ଆତ୍ମା ମୋ କାନ୍ଦୁଛି

ଦିନରାତି ଖାଲି

ତମକୁ ଚାହୁଁଛି

ହଜିଛି ପ୍ରେମିକ ମୋହ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance