Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Charan Sunani

Inspirational

3  

Bhakta Charan Sunani

Inspirational

କଲମ

କଲମ

1 min
253


କେବେ ଗୁଳି ଠାରୁ ତୀବ୍ର ତ

କେବେ ଗୋଳା ଠାରୁ କ୍ଷିପ୍ର

ଯାହା ପାଇଁ କେବେ ଜଳେ ଛାତିତଳେ

ବିଦ୍ରୋହର ନିଆଁ

ପୁଣି କେବେ ବଦଲିଯାଏ ଏ ଦେଶ

ସମାଜର ଚିତ୍ର।


କେବେ ଫୁଲ ଠାରୁ ନମ୍ର ତ

କେବେ କଣ୍ଟା ଠାରୁ ତିକ୍ତ

ଯାହା ପାଇଁ କେବେ ଝରେ ଓଠଧାରେ

ପ୍ରଣୟର ଗୀତ

ପୁଣି କେବେ ବଦଲିଯାଏ ଏ ମାଟି

ସଭ୍ୟତାର ସ୍ରୋତ।


Rate this content
Log in

Similar oriya poem from Inspirational